Bada Akhada Residency
Stay in a heritage math with spiritual ambience & modern facilities and highlight historic aspects of the Math.
ଶ୍ରୀ ସୀତାରାମାଭ୍ୟାଂ ନମଃ
ଅଖିଳ ଭାରତୀୟ ଶ୍ରୀ ପଞ୍ଚରାମାନନ୍ଦ ଦିଗମ୍ବର ବୈଠକ, ବଡ ଆଖଡା ମଠ, ପୁରୀ
ପ୍ରାକ୍-ସ୍ୱାଧୀନତା ସମୟରେ ଯେତେବେଳେ ଉତ୍କଳ ପ୍ରଦେଶ ଉପରେ ମୋଗଲମାନଙ୍କର ଭୟାବହ ଆକ୍ରମଣ ଲାଗିରହୁଥିଲା, ସେତେବେଳେ ଜଗଦ୍ଗୁରୁ ଶ୍ରୀ ରାମାନନ୍ଦାଚାର୍ଯ୍ୟାଙ୍କର ସମସାମୟିକ ଶ୍ରୀ ବାଲାନନ୍ଦଜୀ ମହାରାଜ ଏହି ଆଖଡାକୁ ନିୟୋଜିତ କରି ୧୩୮୮ ରୁ ୧୪୦୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରକୁ ସୁରକ୍ଷା ପ୍ରଦାନ କରିଥିଲେ। ଶ୍ରୀ ଗୋପାଳଦାସଜୀ ମହାରାଜ ପ୍ରଥମ ମହନ୍ତ ରୂପେ ଏହି ମଠରେ ପ୍ରତିଷ୍ଠା କରିଥିଲେ।
ପ୍ରାଚୀନ ପରମ୍ପରା ଅନୁଯାୟୀ ମହନ୍ତାଇ ଚତୁଃସଂପ୍ରଦାୟ, ୬ ବୈଠକ (ପୁରୀ, ଅଯୋଧ୍ୟା, ନାସିକ, ଚିତ୍ରକୂଟ, ବୃନ୍ଦାବନ ଓ ଉଜ୍ଜୟିନୀ), ଓଡିଶା ବାହାରୁ ଅଗଣିତ ମହନ୍ତ ଓ ମହାମଣ୍ଡଳେଶ୍ଵରଙ୍କ ଉପସ୍ଥିତିରେ ତା ୦୨.୦୯.୨୦୧୫ ତାରିଖରେ ଶ୍ରୀ ହରିନାରାୟଣ ଦାସ ମହାରାଜାଙ୍କୁ ଏହି ମଠର ମହନ୍ତ ଭାବରେ ଅଧିଷ୍ଠିତ କରାଯାଇଥିଲା। ସୂଚନାଯୋଗ୍ୟ କି, ୬ ବୈଠକ ବୈଷ୍ଣବ ଆଖଡା ଅଟେ ଏବଂ ଏହାକୁ କୁମ୍ଭ ମେଳାର ୪ ସଂପ୍ରଦାୟର ସଂଚାଳକ ଓ ସଂରକ୍ଷକ ପରିଚାଳନା କରିଥାଆନ୍ତି। ଅଦ୍ୟାବଧି ଶ୍ରୀ ହରିନାରାୟଣ ଦାସ ମହାରାଜ ବଡ ଆଖଡା ମଠର ମହନ୍ତ ମହାରାଜ ଭାବରେ କାର୍ଯ୍ୟ ସଂପାଦନ କରିଆସୁଛନ୍ତି।
ଏହି ମଠର ଦୈନନ୍ଦିନ ନୀତିକାନ୍ତ ହିସାବରେ ପ୍ରତ୍ୟେହ ସକାଳ ୬ ଘଣ୍ଟାଠାରୁ ରାତ୍ରି ୮ ଘଣ୍ଟା ପର୍ଯ୍ୟନ୍ତ ଅଖଣ୍ଡ ମହାମନ୍ତ୍ର କୀର୍ତନ ଚାଲୁଅଛି। ମଠରେ ଶ୍ରୀ ରାଧାକୃଷ୍ଣ, ବାଲାଜୀ, ଲଡ଼ୁଗୋପାଳ ଓ ରାମଲାଲା (ଶାଳଗ୍ରାମ) ଇତ୍ୟାଦି ପୂଜା ପାଇଁ ଆସିଛନ୍ତି। ଆଖଡାର ପରମ ଆରାଧ୍ୟ ଶ୍ରୀ ଗୁମାନୀ ହନୁମାନଜୀ ମହାରାଜ ଏକ ସ୍ୱତନ୍ତ୍ର ମନ୍ଦିରରେ ଓ କୁମ୍ଭ ମେଳାର ଆରାଧ୍ୟ ଦେବତା ନିଶାଣ ହନୁମାନଜୀ ଏହି ବଡ ଆଖଡା ମଠରେ ପୂଜା ପାଇଆସୁଛନ୍ତି।
ABOUT OUR Residency
Bada Akhada Residency
Bada Akhada Residency in Puri is a revered seat of the Ramanandi tradition. Local accounts trace its roots to early saints who served pilgrims of Lord Jagannath and safeguarded dharmic practice in the region.
Over centuries the Math has welcomed travelers, hosted festivals, and supported sewa around the temple town. Today it blends that spiritual hospitality with clean, comfortable lodging close to Jagannath Ballav Parking—ideal for darshan-focused stays.
Our Facilities
Pure Veg Restaurant
Laundry Services
Taxi on Hire
Back-up Generator
Doctor-On-Call
Free Wi-Fi
Hot & Cold Waters
Elevators
Free Parking & Security
Help Desk (24 hrs)
Our Rooms
Rates are subject to change without prior notice & subject applicable taxes.
GST 5% EXTRA

Puri & Local Attractions

Konark Temple

Chilika Lake

Bhubaneswar Attractions
Contact us
Address
Near Shree Jagannath Ballav Parking
( Shree Setu)
Phone
9668739972, 06752462986
Email Address
badaakhadaresidency@gmail.com

